ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଙ୍ଘିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଙ୍ଘିବା   ବିଶେଷ୍ୟ

ଅର୍ଥ : ଶୁଙ୍ଘିବାର ପ୍ରକ୍ରିୟା ବା ଭାବ

ଉଦାହରଣ : କର୍ପୂର ଶୁଙ୍ଘାରେ ବନ୍ଦ ନାକ ଫିଟିଯାଏ

ସମକକ୍ଷ : ଆଘ୍ରାଣ, ଗନ୍ଧ ଗ୍ରହଣ, ବାସ ନେବା, ଶୁଙ୍ଘା

सूँघने की क्रिया या भाव।

कपूर सूँघने से बंद नाक खुल जाती है।
अरघान, आघ्राण, गंध लेना, वास लेना, सूँघना, सूंघना

ଶୁଙ୍ଘିବା   କ୍ରିୟାପଦ

ଅର୍ଥ : ନାକରେ ଗନ୍ଧ ଅନୁଭବ କରିବା

ଉଦାହରଣ : ସେ ଫୁଲ ଶୁଙ୍ଘୁଛି

ସମକକ୍ଷ : ଗନ୍ଧ ଶୁଙ୍ଘିବା, ବାସ ନେବା

नाक से गंध का अनुभव करना।

वह पुष्प सूँघ रहा है।
गंध लेना, बास लेना, वास लेना, सूँघना

Inhale the odor of. Perceive by the olfactory sense.

smell