ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁକ   ବିଶେଷ୍ୟ

ଅର୍ଥ : ମଣିଷର କଥାକୁ ନକଲ କରୁଥିବା, ବିଶେଷକରି ଶାଗୁଆ ରଙ୍ଗର ଗୋଟିଏ ପକ୍ଷୀ ଯାହାକୁ ଲୋକମାନେ ଘରେ ପାଳନ କରନ୍ତି

ଉଦାହରଣ : ପିଞ୍ଜରାରେ ବସିଥିବା ଶୁଆ ରାମ ରାମ କହୁଅଛି

ସମକକ୍ଷ : ବକ୍ରନକ୍ର, ରକ୍ତଚଞ୍ଚୁ, ଶୁଆ

आदमी की बोली की नकल करने वाला, विशेषकर हरे रंग का, एक पक्षी जिसे लोग घरों में पालते हैं।

पिंजरे में बैठा तोता राम राम बोल रहा है।
तोता, पट्टू, पोपट, प्रियदर्शन, मंजुपाठक, मिट्ठू, मेधावी, रक्तचंचु, रक्तचञ्चु, रक्ततुंड, रक्ततुण्ड, वक्रनक्र, शुक, सुअटा, सुआ, सुग्गा

Usually brightly colored zygodactyl tropical birds with short hooked beaks and the ability to mimic sounds.

parrot

ଅର୍ଥ : ପୁରୁଷ ଶୁଆ

ଉଦାହରଣ : ଆପଣ ଯାହାକୁ ଶୁଆ ବୋଲି ଭାବୁଛନ୍ତି ସେ ପ୍ରକୃତରେ ଶୁକୀ

ସମକକ୍ଷ : ଟିଆ, ଟିହା, ଶୁଆ

नर तोता।

आप जिसे तोता समझ रहे हैं वह तोती है।
तोता, सुअटा, सुआ, सुग्गा

ଅର୍ଥ : ରାବଣର ଜଣେ ଗୁପ୍ତଚର

ଉଦାହରଣ : ଶୁକ ରାମ ଓ ଲକ୍ଷଣଙ୍କ ପ୍ରଶଂସା କରି ରାବଣର କ୍ରୋଧକୁ ଅଧିକ ଉତ୍ତେଜିତ କରିଦେଇଥିଲା

रावण का एक गुप्तचर।

शुक ने रावण से राम और लक्षमण की प्रसंशा कर रावण के क्रोध को और अधिक भड़का दिया।
शुक

An imaginary being of myth or fable.

mythical being

ଅର୍ଥ : ଗୋଟିଏ ପ୍ରକାରର ଉଚ୍ଚା ଗଛ

ଉଦାହରଣ : ସୋନାପାଠା ଗଛର ମଞ୍ଜି,ଛାଲି ଓ ଫଳ ଔଷଧ ତିଆରିରେ ଲାଗେ

ସମକକ୍ଷ : ଟେଁଟୁ, ତ୍ରିମୃତ, ପୂତିପତ୍ର, ପୂତିବୃକ୍ଷ, ଶୁକନାଶ, ଶୌନାକ, ସୋନା, ସୋନାପାଠା, ସୋନାପାଠା ଗଛ, ସୋନାପାଢା, ସ୍ୱର୍ଣ୍ଣବଳ୍କଳ

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ବେଦବ୍ୟାସଙ୍କ ପୁତ୍ର

ଉଦାହରଣ : ଶୁକଦେବ ମହାଜ୍ଞାନୀ ଥିଲେ

ସମକକ୍ଷ : ଅରଣୀସୁତ, ଶୁକଦେବ, ଶୁକମୁନି

वेदव्यास के पुत्र।

शुकदेव महाज्ञानी थे।
अरणीसुत, ब्रह्मरात, शुक, शुकदेव

An imaginary being of myth or fable.

mythical being