ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଳାନ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଳାନ୍ୟାସ   ବିଶେଷ୍ୟ

ଅର୍ଥ : ଭବନ ଆଦି ତିଆରି କରିବାପୂର୍ବରୁ ତାହାର ନିଅଁରେ ପଥର, ଇଟା ଆଦି ରଖାଯିବାର ପ୍ରକ୍ରିୟା

ଉଦାହରଣ : ଶିକ୍ଷାମନ୍ତ୍ରୀଙ୍କ କରକମଳରେ ଏହି ପାଠାଗାରର ଶିଳାନ୍ୟାସ କରାଗଲା

भवन आदि बनाने से पहले उसकी नींव पर पत्थर,ईंट आदि रखे जाने की क्रिया।

इस पुस्तकालय का शिलान्यास शिक्षा-मंत्री के कर-कमलों द्वारा किया गया।
शिलान्यास, शिलारोपण