ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିବିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିବିକା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି

ଉଦାହରଣ : କନ୍ୟା ସବାରୀରେ ବସିଛି

ସମକକ୍ଷ : ପାଲିଙ୍କି, ସବାରୀ

एक प्रकार की सवारी जो कहार कंधे पर लेकर चलते हैं।

दुल्हन डोली में बैठी हुई है।
डोली, दोलिका, दोली, शिविका, हिंडोलिका, हिंडोली

A closed litter carried on the shoulders of four bearers.

palankeen, palanquin

ଅର୍ଥ : ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି

ଉଦାହରଣ : ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ

ସମକକ୍ଷ : ପାଲିଙ୍କି

बड़े संदूक की तरह की डोली से थोड़ी भिन्न एक प्रकार की सवारी जिसे कहार कंधे पर लेकर चलते हैं।

राजा पालकी में बैठकर नगर भ्रमण करने के लिए निकला।
खड़खड़िया, पालकी, पीनस, मियाना, म्याना, शिविका, शिवीरथ, सुखासन

A closed litter for one passenger.

sedan, sedan chair