ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିକ୍ଷକତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିକ୍ଷକତା   ବିଶେଷ୍ୟ

ଅର୍ଥ : ଗୁରୁଙ୍କ ପଦ

ଉଦାହରଣ : ଶିକ୍ଷକତାରେ ନିଜର ମହତ୍ବ ଥାଏ କିନ୍ତୁ ବିଳମ୍ବରେ ତାହା ବୁଝାପଡେ

गुरु का पद।

गुरुआई की अपनी महत्ता है पर विरले ही इसे समझ पाते हैं।
उस्तादी, गुरुआई

The position of teacher.

teachership

ଅର୍ଥ : ମାଷ୍ଟରର କାମ

ଉଦାହରଣ : ସେ ବହୁତ ପୂର୍ବରୁ ମାଷ୍ଟରି ଛାଡ଼ିଦେଲେ

ସମକକ୍ଷ : ମାଷ୍ଟରି

मास्टर का काम।

उसने बहुत पहले मास्टरी छोड़ दी।
मास्टरी

The profession of a teacher.

He prepared for teaching while still in college.
Pedagogy is recognized as an important profession.
instruction, pedagogy, teaching

ଅର୍ଥ : ଗୁରୁଙ୍କ କାର୍ଯ୍ୟ ବା ଧର୍ମ

ଉଦାହରଣ : ସେ ନିଜର ଶିକ୍ଷକତା ପାଇଁ ଜଣାଶୁଣା

गुरु का कार्य या धर्म।

वे अपनी गुरुआई के लिए जाने जाते हैं।
उस्तादी, गुरुआई