ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିକୁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିକୁଳା   ବିଶେଷ୍ୟ

ଅର୍ଥ : କବାଟରେ ଲଗା ଯାଇଥିବା ଜଂଜିର ଭଳି ଏକ ଉପକରଣ ଯାହାକୁ କବାଟ ବନ୍ଦ କରିବା ନିମନ୍ତେ କୁହୁଣ୍ଡାରେ ଭର୍ତ୍ତି କରାଯାଏ

ଉଦାହରଣ : ରାତିରେ ଶୋଇବା ସମୟରେ ମୁଁ କବାଟର ଶିକୁଳି ବନ୍ଦ କରି ଦିଏ

ସମକକ୍ଷ : ଶିକୁଳୀ

किवाड़ में लगा वह जंजीरनुमा उपकरण जो किवाड़ बंद करने के लिए कुंडे में फँसाया जाता है।

मैं रात को सोते समय किवाड़ की साँकल बंद कर देता हूँ।
अर्गला, कुंडी, संकल, साँकर, साँकल, साँकला, सिकड़ी, सींकड़

ଅର୍ଥ : ପଶୁଙ୍କୁ ବାନ୍ଧିବାପାଇଁ ସେମାନଙ୍କ ଗଳାରେ ପିନ୍ଧାଯାଉଥିବା ଧାତୁ ନିର୍ମିତ କଡ଼ି

ଉଦାହରଣ : କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ

ସମକକ୍ଷ : ଜଞ୍ଜିର, ଶିକୁଳୀ, ଶୃଙ୍ଖଳ

पशुओं को बाँधने के लिए उनके गले में पहनाई हुई धातु की कड़ी।

कुत्ते को ज़ंजीर से बाँध लो।
ज़ंजीर, साँकड़, साँकर, सिक्कड़

A series of (usually metal) rings or links fitted into one another to make a flexible ligament.

chain