ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିକା   ବିଶେଷ୍ୟ

ଅର୍ଥ : ଦଉଡ଼ି ବା ତାରରେ ତିଆରି ଯେଉଁ ଜାଲକୁ ଖାଦ୍ୟପେୟ ଜିନିଷ ରଖିବାପାଇଁ ଛାତ ବା କାନ୍ଥରେ ଟଙ୍ଗା ଯାଇଥାଏ

ଉଦାହରଣ : ରାତିରେ ଶୋଇଲା ବେଳେ ମାଆ ଦହିକୁ ଶିକାରେ ରଖିଦେଲେ

रस्सियों या तारों का वह जाल जो खाने-पीने की चीज़ें आदि रखने के लिए छत या दीवार आदि से लटकाया जाता है।

रात को सोते समय माँ ने दही को छींके में रख दिया।
छींका, छीका, सिकहर, सीका