ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଉଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଉଳି   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ପତଳା ଘାସ ବା ସୂକ୍ଷ୍ମ ଉଦ୍ଭିଦଜାତ ଜାଲ

ଉଦାହରଣ : ପୋଖରୀକୂଳରେ ମନ୍ଦିରର ପାହାଚ ଉପରେ ବହୁତ ଶିଉଳି ଜମିଛି

ସମକକ୍ଷ : ଶୈବାଳ

एक प्रकार की महीन घास या सूक्ष्म वनस्पति जाल।

तालाब किनारे के मंदिर की सीढ़ियों पर बहुत काई जमी है।
काई

Tiny leafy-stemmed flowerless plants.

moss

ଅର୍ଥ : ପାଣିର ଉପର ସ୍ତରରେ ଜମୁଥିବା ମଇଳା ବା ସୂକ୍ଷ୍ମ ଉଦ୍ଭିଦ

ଉଦାହରଣ : ମାଠିଆକୁ ପ୍ରତିଦିନ ସଫା ନ କଲେ ସେଥିରେ ଶିଉଳି ଜମିଯାଏ

ସମକକ୍ଷ : ଶୈବାଳ

पानी की सतह पर जमने वाली अशुद्धि या सूक्ष्म वनस्पति।

घड़े को प्रतिदिन साफ न करने पर उसमें काई जम जाती है।
काई

A film of impurities or vegetation that can form on the surface of a liquid.

scum

ଅର୍ଥ : ପାଣି ଭିତରେ ଜନ୍ମ ହେଉଥିବା ଏକ ପ୍ରକାର ଘାସ

ଉଦାହରଣ : ପୋଖରୀରେ ଶିଉଳି ଅଧିକ ହେବାରୁ ପହଁରିବାରେ ଅସୁବିଧା ହେଉଛି

ସମକକ୍ଷ : ଶୈବାଳ

पानी के भीतर होनेवाली एक प्रकार की घास।

तालाब में शैवाल अधिक होने के कारण तैरने में असुविधा होती है।
अंबुचामर, अम्बुचामर, अर, अरक, अर्क, अवका, जलकेश, जलपृष्ठजा, जलशूचक, तोयवृक्ष, तोयशूका, वारिचामर, शैवाल, सकंटक, सिवार, सिवाल, सेवार

Primitive chlorophyll-containing mainly aquatic eukaryotic organisms lacking true stems and roots and leaves.

alga, algae