ଅର୍ଥ : କୌଣସି ଶାସକର ଅଧିନରେ ଥିବା ଲୋକସମସ୍ତ ବା ସକଳ ବା ସମୁଦାୟ
ଉଦାହରଣ :
ସରକାର ଶାସିତଙ୍କୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରୁଛନ୍ତି
ସମକକ୍ଷ : ପ୍ରଶାସିତ, ଶାସିତ ବର୍ଗ
ଅର୍ଥ : ଯାହା ଉପରେ କାହାରି ଶାସନ ବା ଅଧିକାର ଥାଏ
ଉଦାହରଣ :
ଭାରତ ପୂର୍ବେ ଇଂରେଜମାନଙ୍କଦ୍ୱାରା ଶାସିତ ହେଉଥିଲା