ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାସନ ବ୍ୟବସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାସନ ବ୍ୟବସ୍ଥା   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ, ବ୍ୟବସ୍ଥା ଆଦିର ପ୍ରବନ୍ଧ ଏବଂ ଏହାର ସଂଚାଳନ କରିବା ପ୍ରକ୍ରିୟା

ଉଦାହରଣ : ଝାନସୀ ରାଜାଙ୍କ ମୃତ୍ୟୁପରେ ରାଣୀ ଲକ୍ଷ୍ମୀବାଈ ରାଜ୍ୟର ଶାସନ ବ୍ୟବସ୍ଥା ନିଜହାତକୁ ନେଲେ

ସମକକ୍ଷ : ଦାୟିତ୍ୱ, ପରିଚାଳନା କାର୍ଯ୍ୟ, ଭାର

किसी कार्य, व्यवस्था आदि का प्रबंध और उसका संचालन करने की क्रिया।

झाँसी के राजा की मृत्यु के बाद रानी लक्ष्मीबाई ने राज्य की कमान अपने हाथ में ले ली।
कमान, बागडोर, लगाम

Any means of control.

He took up the reins of government.
rein