ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାର   ବିଶେଷ୍ୟ

ଅର୍ଥ : ମଙ୍ଗଳ କାର୍ଯ୍ୟ ବା ବୋହୂ ଆଦି ଘରକୁ ଆସିବା ଅବସରରେ ଯେଉଁ ମିଠେଇ, ଫଳ ଆଦି ବନ୍ଧୁବାନ୍ଧବଙ୍କ ଘରକୁ ପଠାଯାଏ

ଉଦାହରଣ : ବାରିକାଣୀ ଘରଘର ବୁଲି ଭାର ବାଣ୍ଟୁଛି

वह मिठाई,फल आदि जो मंगल अवसरों या दुल्हन आदि के घर आने पर मित्रों और सगे-सम्बन्धियों को भेजा जाता है।

हजामिन घर-घर बैना बाँट रही है।
आंसी, बायन, बैना

ଅର୍ଥ : ଏକାଠି ବନ୍ଧା ଯାଇଥିବା ବସ୍ତୁର ପରିମାଣ

ଉଦାହରଣ : କୃଷକ ଧାନର ବୋଝ ବଳଦ ଗାଡ଼ିରେ ଲଦୁଛି

ସମକକ୍ଷ : ବୋଝ

एक में बंधा हुआ वस्तुओं का ढेर।

किसान धान का बोझा बैलगाड़ी में लाद रहा है।
बोझ, बोझा, भार

Weight to be borne or conveyed.

burden, load, loading

ଅର୍ଥ : କୌଣସି କାମ, ବିଷୟ ବା କଥାପାଇଁ ନିଆଯାଇଥିବା ଭାର

ଉଦାହରଣ : ଏହି କାମ କରିବାପାଇଁ କିଏ ଦାୟିତ୍ୱ ନେବ?

ସମକକ୍ଷ : ଠିକା, ଦାୟିତ୍ୱ

ଅର୍ଥ : କୌଣସି ପଦାର୍ଥର ଓଜନ ବା ଗୁରୁତ୍ୱର ପରିମାଣ

ଉଦାହରଣ : ଏହି ବସ୍ତୁର ଓଜନ କେତେ?

ସମକକ୍ଷ : ଓଜନ, ତଉଲ, ମାପ

किसी पदार्थ के गुरुत्व या भारीपन का परिमाण।

इस वस्तु का वज़न कितना है?
तौल, भार, वजन, वज़न

The vertical force exerted by a mass as a result of gravity.

weight

ଅର୍ଥ : କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା

ଉଦାହରଣ : କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ

ସମକକ୍ଷ : ବୋଝ

किसी की जिम्मेदारी बनकर रहने तथा उसके लिए कुछ उपयोगी न होने की अवस्था।

कर्महीन व्यक्ति पृथ्वी पर भार हैं।
आभार, बोझ, बोझा, भार

An onerous or difficult concern.

The burden of responsibility.
That's a load off my mind.
burden, encumbrance, incumbrance, load, onus

ଅର୍ଥ : କୌଣସି କାର୍ଯ୍ୟ, ବ୍ୟବସ୍ଥା ଆଦିର ପ୍ରବନ୍ଧ ଏବଂ ଏହାର ସଂଚାଳନ କରିବା ପ୍ରକ୍ରିୟା

ଉଦାହରଣ : ଝାନସୀ ରାଜାଙ୍କ ମୃତ୍ୟୁପରେ ରାଣୀ ଲକ୍ଷ୍ମୀବାଈ ରାଜ୍ୟର ଶାସନ ବ୍ୟବସ୍ଥା ନିଜହାତକୁ ନେଲେ

ସମକକ୍ଷ : ଦାୟିତ୍ୱ, ପରିଚାଳନା କାର୍ଯ୍ୟ, ଶାସନ ବ୍ୟବସ୍ଥା

किसी कार्य, व्यवस्था आदि का प्रबंध और उसका संचालन करने की क्रिया।

झाँसी के राजा की मृत्यु के बाद रानी लक्ष्मीबाई ने राज्य की कमान अपने हाथ में ले ली।
कमान, बागडोर, लगाम

Any means of control.

He took up the reins of government.
rein

ଅର୍ଥ : ଭାର ବୋହିବାର ଏକ ରୀତି ଯେଉଁଥିରେ ଗୋଟିଏ ବାଡ଼ିର ଦୁଇ ପଟେ ଶିକା ଝୁଲିଥାଏ

ଉଦାହରଣ : ଶ୍ରବଣ କୁମାର ତାଙ୍କ ଅନ୍ଧ ମାତାପିତାଙ୍କୁ ଭାରରେ ବସାଇ ତୀର୍ଥଯାତ୍ରା କରାଇଥିଲେ

ସମକକ୍ଷ : ବାହୁଙ୍ଗି

बोझ ढोने के लिए वह ढाँचा, जिसमें एक लकड़ी के दोनों ओर छींके लटके रहते हैं।

श्रवण कुमार ने अपने अंधे माता-पिता को काँवर में बैठाकर तीर्थयात्रा करायी थी।
काँवर, बँहगी, बंगी, बहँगी, भारयष्टि, विहंगमिका, स्कंधचाप, स्कन्धचाप

Support consisting of a wooden frame across the shoulders that enables a person to carry buckets hanging from each end.

yoke

ଅର୍ଥ : ଯାହାକୁ କାହା ଉପରେ ଲଦାଯାଇଥାଏ ବା ଲଦାଯାଏ

ଉଦାହରଣ : ମୁଁ ଶହେ କିଲୋରୁ ଅଧିକ ବୋଝ ଉଠେଇ ପାରିବି ନାହିଁ

ସମକକ୍ଷ : ବୋଝ

वह जो किसी पर लदा हो या लादा जाता हो।

मैं सौ किलो से अधिक बोझ उठा सकता हूँ।
बोझ, भार

Weight to be borne or conveyed.

burden, load, loading