ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଲ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଲ୍   ବିଶେଷ୍ୟ

ଅର୍ଥ : ଉତ୍ତରୀୟ ଅବା ବଢିଆ ପଶ୍ଚିମା ଶାଲ

ଉଦାହରଣ : ସେ ନିଜର ଜେଜେଙ୍କ ପାଇଁ ଗୋଟିଏ ଶାଲ୍ କିଣିଲା

ऊनी या पश्मीने की बढ़िया चादर।

उसने अपने दादाजी के लिए एक अलवान खरीदा।
अलवान

ଅର୍ଥ : ଗୋଟିଏ ପ୍ରକାରର ଉଲବୁଣା ଚାଦର ଯାହାର ଧଡ଼ିରେ କାରୁକାର୍ଯ୍ୟ ହୋଇଥାଏ

ଉଦାହରଣ : କାଶ୍ମିରୀ ଶାଲ୍ ବହୁତ ପ୍ରସିଦ୍ଧ

एक प्रकार की ऊनी चादर जिसके किनारों पर बेल-बूटे बने रहते हैं।

कश्मीरी शाल बहुत मशहूर है।
शाल, शॉल