ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମଣିଷ ଭଳି କଥାବାର୍ତ୍ତା କରିପାରୁଥିବା କଳା ରଙ୍ଗର ଏକ ଏସୀୟ ପକ୍ଷୀ
ଉଦାହରଣ : ଶାରୀକୁ ଲୋକମାନେ ନିଜ ଘରେ ପାଳନ୍ତି
ସମକକ୍ଷ : ମଇନା
काले रंग की एक एशियाई चिड़िया जो मनुष्य की-सी बोली बोल लेती है।
Tropical Asian starlings.
ଅର୍ଥ : ଛୋଟିଆ ଗାୟକ ପକ୍ଷୀ
ଉଦାହରଣ : ଶାରୀ ଛୋଟଛୋଟ ଉଡ଼ନ୍ତା ପୋକଯୋକ ଖାଉଛି
एक छोटा, गायक पक्षी।
Any of a large group of small songbirds that feed on insects taken on the wing.
ଅର୍ଥ : ଗାୟନ କରୁଥିବା ଏକ ପ୍ରକାର ପକ୍ଷୀ
ଉଦାହରଣ : ସକାଳୁ ଶାରୀର ସୁମଧୁର କଣ୍ଠ ଶୁଣି ମୋ ନିଦ ଭାଙ୍ଗି ଗଲା
एक तरह की गाने वाली चिड़िया।
ସଂସ୍ଥାପନ କରନ୍ତୁ