ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାରୀରିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାରୀରିକ   ବିଶେଷଣ

ଅର୍ଥ : ଶରୀର ବା ଶରୀରର ଅଙ୍ଗ ସହିତ ସମ୍ପର୍କିତ

ଉଦାହରଣ : ଶାରୀରିକ ସୁଖ କ୍ଷଣଭଙ୍ଗୁର

ସମକକ୍ଷ : କାୟିକ, ଦୈହିକ

शरीर या उसके अंगों से संबंधित।

शारीरिक सुख क्षणभंगुर होता है।
कायिक, जिस्मानी, देहीय, दैहिक, शारीरिक

Of or relating to or belonging to the body.

A bodily organ.
Bodily functions.
bodily