ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଗୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଗୁଣା   ବିଶେଷ୍ୟ

ଅର୍ଥ : ଗୋଟିଏ ବଡ଼ ଦିନଚର ଶିକାରୀ ପକ୍ଷୀ ଯେ ପ୍ରାୟତଃ ମୃତ ପଶୁ ପକ୍ଷୀଙ୍କର ମାଂସ ଭକ୍ଷଣ କରେ

ଉଦାହରଣ : ଶାଗୁଣାର ଦୃଷ୍ଟି ତୀକ୍ଷ୍ଣ୍ ଶାସ୍ତ୍ର ଅନୁସାରେ ଯେଉଁଘରେ ଶାଗୁଣା ବସେ ସେଠାରେ ରହିବା ଉଚିତ ନୁହେଁ

ସମକକ୍ଷ : ଗୀଧ

एक बड़ा दिनचर शिकारी पक्षी जो प्रायः मरे हुए पशु-पक्षियों के मांस का भक्षण करता है।

गिद्ध की दृष्टि पैनी होती है।
शास्त्र के अनुसार जिस भवन पर गिद्ध बैठ जाए उसमें नहीं रहना चाहिए।
गिद्ध, गिध, गीध, दीर्घदर्शी, वज्रचंचु, वज्रतुंड, वज्रतुण्ड, शकुन

Any of various large diurnal birds of prey having naked heads and weak claws and feeding chiefly on carrion.

vulture