ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାକଜୀବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାକଜୀବୀ   ବିଶେଷ୍ୟ

ଅର୍ଥ : ଯେ ବୃକ୍ଷଲତାକୁ ଖାଦ୍ୟରୂପେ ଗ୍ରହଣ କରେ

ଉଦାହରଣ : ଶାକାହାରୀମାନଙ୍କୁ ମାଂସାହାରୀମାନଙ୍କ ଅପେକ୍ଷା ପଥୁରୀ ରୋଗ କମ୍ ହୁଏ

ସମକକ୍ଷ : ଶାକାହାରୀ

वनस्पति जन्य पदार्थों को खानेवाला प्राणी।

पथरी रोग मांसाहारियों की तुलना में शाकाहारियों को कम होता है।
शाकजीवी, शाकभक्ष्य, शाकाहारी, शाकोपजीवी

Eater of fruits and grains and nuts. Someone who eats no meat or fish or (often) any animal products.

vegetarian

ଶାକଜୀବୀ   ବିଶେଷଣ

ଅର୍ଥ : ଉଦ୍ଭିଦ ଜାତୀୟ ଖାଦ୍ୟ ଖାଉଥିବା ପ୍ରାଣୀ

ଉଦାହରଣ : ଛେଳି ଏକ ଶାକାହାରୀ ପ୍ରାଣୀ

ସମକକ୍ଷ : ତୃଣଭୋଜୀ, ଶାକାହାରୀ

वनस्पति जन्य पदार्थों को खाने वाला।

बकरी एक शाकाहारी प्राणी है।
शाकजीवी, शाकभक्ष्य, शाकाहारी, शाकोपजीवी

Feeding only on plants.

herbivorous