ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଲ୍ୟ ଚିକିତ୍ସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଲ୍ୟ ଚିକିତ୍ସା   ବିଶେଷ୍ୟ

ଅର୍ଥ : ବଥ ବା ରୋଗଯୁକ୍ତ ଅଙ୍ଗଗୁଡ଼ିକର କଟାଚିରା କରିବା ପ୍ରକ୍ରିୟା

ଉଦାହରଣ : ଏହି ରୋଗର ଚିକିତ୍ସା ଅପରେସନ୍‌ ଦ୍ୱାରା ହିଁ ସମ୍ଭବ

ସମକକ୍ଷ : ଅପରେସନ୍‌, ଅସ୍ତ୍ରୋପଚାର, ଶଲ୍ୟୋପଚାର, ସର୍ଜରୀ

वह क्रिया जिसके अंतर्गत फोड़ों, रोगयुक्त अंगों आदि को चीरते-फाड़ते हैं।

इस रोग का इलाज आपरेशन के द्वारा ही संभव है।
अपरेशन, आपरेशन, आसुर चिकित्सा, आसुरी चिकित्सा, ऑपरेशन, चीरफाड़, शल्य कर्म, शल्य चिकित्सा, शल्यकर्म, शल्यक्रिया, शल्यचिकित्सा, शल्योपचार, सर्जरी