ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ତ୍ରୋପଚାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ତ୍ରୋପଚାର   ବିଶେଷ୍ୟ

ଅର୍ଥ : ଅସ୍ତ୍ର ଦ୍ୱାରା କରା ଯାଉଥିବା ଚିକିତ୍ସା

ଉଦାହରଣ : ଶଲ୍ୟଚିକିତ୍ସା ପରେ ମୋହନକୁ ଗଣ୍ଠିବାତରୁ ଆରାମ ମିଳିଲା

ସମକକ୍ଷ : ଅସ୍ତ୍ର ଚିକିତ୍ସା, ଶଲ୍ୟଚିକିତ୍ସା

जर्राह द्वारा की जाने वाली चिकित्सा।

जर्राही के बाद मोहन को गठिया से आराम मिला।
अस्त्र-चिकित्सा, अस्त्रचिकित्सा, जर्राही, ज़र्राही

ଅର୍ଥ : ବଥ ବା ରୋଗଯୁକ୍ତ ଅଙ୍ଗଗୁଡ଼ିକର କଟାଚିରା କରିବା ପ୍ରକ୍ରିୟା

ଉଦାହରଣ : ଏହି ରୋଗର ଚିକିତ୍ସା ଅପରେସନ୍‌ ଦ୍ୱାରା ହିଁ ସମ୍ଭବ

ସମକକ୍ଷ : ଅପରେସନ୍‌, ଶଲ୍ୟ ଚିକିତ୍ସା, ଶଲ୍ୟୋପଚାର, ସର୍ଜରୀ

वह क्रिया जिसके अंतर्गत फोड़ों, रोगयुक्त अंगों आदि को चीरते-फाड़ते हैं।

इस रोग का इलाज आपरेशन के द्वारा ही संभव है।
अपरेशन, आपरेशन, आसुर चिकित्सा, आसुरी चिकित्सा, ऑपरेशन, चीरफाड़, शल्य कर्म, शल्य चिकित्सा, शल्यकर्म, शल्यक्रिया, शल्यचिकित्सा, शल्योपचार, सर्जरी