ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶମ୍ବରାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶମ୍ବରାରି   ବିଶେଷ୍ୟ

ଅର୍ଥ : ରୁକ୍ମିଣୀଙ୍କ ଗର୍ଭରୁ ଜନ୍ମ ହୋଇଥିବା କୃଷ୍ଣଙ୍କ ଜ୍ୟେଷ୍ଠ ପୁତ୍ର

ଉଦାହରଣ : ବିଷ୍ଣୁପୁରାଣ ଅନୁସାରେ କାମଦେବ ହିଁ ପ୍ରଦ୍ୟୁମ୍ନ ରୂପରେ ଜନ୍ମ ହୋଇଥିଲେ

ସମକକ୍ଷ : ପ୍ରଦ୍ୟୁମ୍ନ, ଶଂବରାରି

कृष्ण के ज्येष्ठ पुत्र जो रुक्मिणी के गर्भ से उत्पन्न हुए थे।

विष्णु पुराण के अनुसार कामदेव ही प्रद्युम्न के रूप में पैदा हुए थे।
कार्ष्णि, प्रदुमन, प्रद्युम्न, शंबरारि, शम्बरारि, हरिसुत

An imaginary being of myth or fable.

mythical being