ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଙ୍ଖଚୂଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଙ୍ଖଚୂଡ଼   ବିଶେଷ୍ୟ

ଅର୍ଥ : ଏକ ସର୍ପ ବିଶେଷ

ଉଦାହରଣ : ଶଙ୍ଖଚୂଡ଼ ନଅ ବା ଦଶ ହାତ ଲମ୍ବା ହୋଇଥାଏ

एक सर्प विशेष।

शंकरचूर नौ या दस हाथ लंबा होता है।
शंकरचूर

ଅର୍ଥ : କୃଷ୍ଣଙ୍କୁ ମାରିବା ନିମନ୍ତେ କଂସଦ୍ୱାରା ପଠାଯାଇଥିବା ଜଣେ ରାକ୍ଷସ

ଉଦାହରଣ : କୃଷ୍ଣ ଶଙ୍ଖଚୂଡ଼କୁ ବଧ କରିଥିଲେ

कंस द्वारा कृष्ण को मारने के लिए भेजा गया एक राक्षस।

कृष्ण ने शंखचूड़ का वध किया था।
शंख, शंखचूड़, शङ्ख, शङ्खचूड़