ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଙ୍କୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଙ୍କୁ   ବିଶେଷ୍ୟ

ଅର୍ଥ : କୌଣସି ମୁନିଆ ବସ୍ତୁ

ଉଦାହରଣ : ପିଲାମାନଙ୍କଠାରୁ ଶଙ୍କୁକୁ ଦୂରେଇ ରଖିବା ଉଚିତ

कोई नुकीली वस्तु।

शंकु को बच्चों की पहुँच से दूर रखना चाहिए।
शंकु, शङ्कु

ଅର୍ଥ : ଯେଉଁ ଖୁମ୍ବର ଉପର ଭାଗ ଗୋଜା ତଥା ତଳ ଭାଗ ମୋଟା

ଉଦାହରଣ : ରାମ ଶଙ୍କୁ ପୋତୁଛି

ସମକକ୍ଷ : ସୀମା ପଥର

ऐसा खम्भा जिसका ऊपरी भाग मोटा तथा नीचला भाग नुकीला हो।

राम शंकु को गाड़ रहा है।
शंकु, शङ्कु

ଅର୍ଥ : ଯେଉଁ ବସ୍ତୁର ଗୋଟିଏ ମୁଣ୍ଡ ଗୋଲ ତଥା ଅନ୍ୟ ମୁଣ୍ଡ ମୁନିଆ ବିନ୍ଦୁ ଭଳି ହୋଇଥାଏ

ଉଦାହରଣ : ଏହି ଶଙ୍କୁ ମୁହଁର ବ୍ୟାସ କେତେ ହେବ?

वह आकार जिसका एक सिरा गोल तथा दूसरा सिरा नुकीली बिन्दु की तरह होता है।

इस शंकु के मुख का व्यास कितना होगा?
शंकु, शंक्वाकार, शङ्कु, शङ्क्वाकार

A shape whose base is a circle and whose sides taper up to a point.

cone, cone shape, conoid

ଅର୍ଥ : ଯେଉଁ ପଥର ବା ଖୁମ୍ବ ଗାଁ ସୀମାରେ ପୋତାଯାଇଥାଏ

ଉଦାହରଣ : ତାଙ୍କୁ ଦୂରରୁ ଗାଁର ଶଙ୍କୁ ହିଁ ଦେଖାଯାଉଥିଲା‍

वह पत्थर या खंभा जो गाँव की सीमा पर गाड़ा जाता है।

उन्हें गाँव का चीरा दूर से ही दिखाई पड़ रहा था।
चीरा

ଅର୍ଥ : ବାର ଆଙ୍ଗୁଳର ମାପ

ଉଦାହରଣ : ଏହି ରୁମାଲର ଲମ୍ବ ଏକ ଶଙ୍କୁ

ସମକକ୍ଷ : ବାରଆଙ୍ଗୁଳ

बारह अँगुल की नाप।

इस रूमाल की लम्बाई एक शंकु है।
शंकु, शङ्कु

ଅର୍ଥ : ପ୍ରାଚୀନ କାଳରେ ଯେଉଁ ଖୁଣ୍ଟି ମାଧ୍ୟମରେ ସୂର୍ଯ୍ୟ ବା ଆଲୋକର ଛାଇ ମାପ କରାଯାଉଥିଲା

ଉଦାହରଣ : ଶଙ୍କୁ ଛାଇର ଲମ୍ବରୁ ସମୟ ଗଣନା କରାଯାଉଥିଲା

ସମକକ୍ଷ : ଶଙ୍କୁଯନ୍ତ୍ର

वह खूँटी जिससे प्राचीन काल में सूर्य या दीये की छाया नापी जाती थी।

शंकु की छाया की लम्बाई से समय का पता लगाया जाता था।
शंकु, शङ्कु