ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶକ୍ତାବଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶକ୍ତାବଦ୍ଧ   ବିଶେଷଣ

ଅର୍ଥ : ଚାରିପଟୁ ଭଲ ଭାବରେ ଶକ୍ତ କରି ବନ୍ଧାଯାଇଥିବା ବା ବନ୍ଧା ହୋଇଥିବା

ଉଦାହରଣ : ଶକ୍ତାବଦ୍ଧ ବଳଦ ବନ୍ଧନ ଖୋଲି ପଳାଇଗଲା

चारों ओर से अच्छी तरह से कसकर बंधा हुआ या बाँधा गया।

जकड़बंद बैल बंधन तोड़कर भाग निकला।
जकड़बंद

Bound or secured closely.

The guard was found trussed up with his arms and legs securely tied.
A trussed chicken.
tied, trussed