ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶକଜାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶକଜାତି   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରାଚୀନ ଅନାର୍ଯ୍ୟ ଜାତି ଶକ ଦ୍ୱୀପରେ ରହୁଥିଲେ ଏବଂ ମ୍ଳେଛ ହିସାବରେ ଗଣାଯାଉଥିଲେ

ଉଦାହରଣ : ଶକଜାତିର କିଛି ସଦସ୍ୟ ଭାରତର କେତେକ ଅଞ୍ଚଳରେ ଶାସନ କରିଥିଲେ

ସମକକ୍ଷ : ଶକ

एक प्राचीन अनार्य जाति जो शक द्वीप की रहनेवाली थी और म्लेच्छों में गिनी जाती थी।

शक जाति के कुछ सदस्यों ने भारत के कुछ भागों पर राज्य किया था।
शक, शक जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati