ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଢ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଢ଼ିବା   କ୍ରିୟାପଦ

ଅର୍ଥ : ଲଢ଼ିକରି ମରିବା

ଉଦାହରଣ : ରାଣୀ ଲକ୍ଷ୍ମୀବାଈ ୧୮୫୭ ମସିହା ସଂଗ୍ରାମରେ ଝାସଦେଲେ

ସମକକ୍ଷ : ଝାସଦେବା, ଯୁଦ୍ଧକରିବା

लड़कर मर जाना।

रानी लक्ष्मी बाई अट्ठारह सौ सत्तावन के संग्राम में जूझ गईं।
जूझना

ଅର୍ଥ : ସବୁବେଳେ ଲଢ଼େଇ ବା ବିରୋଧ କରିବା

ଉଦାହରଣ : ଶ୍ୟମ ସମସ୍ତଙ୍କ ସାମ୍ନାରେ ମୋ ସହିତ ପ୍ରତିଦ୍ୱନ୍ଦିତା କଲା, ଏବେ ମୁଁ ତାକୁ ଛାଡ଼ିବି ନାହିଁ

ସମକକ୍ଷ : ପ୍ରତିଦ୍ୱନ୍ଦିତା କରିବା

बराबर वालों से लड़ाई या विरोध करना।

श्याम मुझसे हमेशा प्रतिद्वंद्विता करता है।
प्रतिद्वंद्विता करना, लड़ना