ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋଭୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋଭୀ   ବିଶେଷ୍ୟ

ଅର୍ଥ : ଯାହାର ଲାଳସା ଅଛି

ଉଦାହରଣ : ମନୋହର ବହୁତ ବଡ଼ ଲୋଭୀଯୌତୁକ ଲୋଭୀମାନେ ଗୋଟିଏ ବଧୂକୁ ହତ୍ୟା କରିଦେଲେ

ସମକକ୍ଷ : ଲୋଲୁପା

वह जिसे लालच हो।

मनोहर बहुत बड़ा लालची है।
दहेज के लालचियों ने एक दुलहन की हत्या कर दी।
लालची, लोभी, लोलुप

A person regarded as greedy and pig-like.

hog, pig

ଲୋଭୀ   ବିଶେଷଣ

ଅର୍ଥ : ଯାହାର ଲୋଭ ଅଛି ବା ଯେ ଲୋଭରେ ପୂର୍ଣ୍ଣ

ଉଦାହରଣ : ସେ ଜଣେ ଲୋଭୀ ବ୍ୟକ୍ତି

ସମକକ୍ଷ : ଲାଳସୀ, ଲିପ୍‌ସୁ, ଲୋଲୁପୀ

जिसे लालच हो या लालच से भरा हुआ।

वह एक लालची व्यक्ति है।
कुमुद, ललचौंहा, लालची, लिप्सु, लिलोही, लोभी, लोलुप

Immoderately desirous of acquiring e.g. wealth.

They are avaricious and will do anything for money.
Casting covetous eyes on his neighbor's fields.
A grasping old miser.
Grasping commercialism.
Greedy for money and power.
Grew richer and greedier.
Prehensile employers stingy with raises for their employees.
avaricious, covetous, grabby, grasping, greedy, prehensile

ଅର୍ଥ : ଯିଏ ବହୁତ କୃପଣ

ଉଦାହରଣ : ସେଠ୍‌ ଧନୀରାମ ଭାରି କୃପଣ, ପଇସାଟିଏ ବି ଖର୍ଚ୍ଚ କରିବାକୁ ଚାହାନ୍ତିନାହିଁ

ସମକକ୍ଷ : କଞ୍ଜୁସ୍‌, କୃପଣ, ମକ୍ଷୀଚୋଷ୍‌

जो बहुत ही कंजूस हो।

सेठ धनीराम मक्खीचूस है, एक पैसा भी खर्च करना नहीं चाहता।
कफनखसोट, कफ़नखसोट, नींबू-निचोड़, मक्खीचूस

(used of persons or behavior) characterized by or indicative of lack of generosity.

A mean person.
He left a miserly tip.
mean, mingy, miserly, tight