ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋକତନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋକତନ୍ତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ଶାସନ ପ୍ରଣାଳୀରେ ଜନତା କିମ୍ବା ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ବା ଅଧିକାରୀମାନଙ୍କ ହାତରେ ଶାସନ ନିହିତ ଥାଏ ଏବଂ ଯେଉଁଥିରେ ନୀତି ଆଦି ନିର୍ଦ୍ଧାରଣ କରିବା ନିମନ୍ତେ ସବୁଲୋକଙ୍କର ସମାନ ଅଧିକାର ଥାଏ

ଉଦାହରଣ : ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଦେଶ

ସମକକ୍ଷ : ଗଣତନ୍ତ୍ର, ପ୍ରଜାତନ୍ତ୍ର

वह शासन प्रणाली जिसमें प्रमुख सत्ता लोक या जनता अथवा उसके चुने हुए प्रतिनिधियों या अधिकारियों के हाथ में होती है और जिसकी नीति आदि निर्धारित करने का सब लोगों को समान रूप से अधिकार होता है।

भारत विश्व का सबसे बड़ा गणतंत्र है।
गणतंत्र, गणराज्य, जनतंत्र, प्रजातंत्र, प्रजासत्ता, लोकतंत्र, लोकसत्ता

A political system in which the supreme power lies in a body of citizens who can elect people to represent them.

commonwealth, democracy, republic