ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋକଗଳ୍ପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋକଗଳ୍ପ   ବିଶେଷ୍ୟ

ଅର୍ଥ : ଜନସାଧାରଣ ବିଶେଷତଃ ଗ୍ରାମ ଲୋକମାନଙ୍କରେ ପ୍ରଚଳିତ ଗଳ୍ପ ବା କାହାଣୀ

ଉଦାହରଣ : ପିଲାଦିନେ ଆଈଠାରୁ ଲୋକକଥା ଶୁଣିବାପାଇଁ ମୁଁ ସବୁବେଳେ ଜିଦ୍ କରୁଥିଲି

ସମକକ୍ଷ : ଲୋକକଥା

जनसाधारण विशेषतः ग्राम्य लोगों में प्रचलित गाथाएँ या कहानियाँ।

बचपन में नानी से लोककथा सुनने के लिए मैं बराबर ज़िद किया करता था।
दंतकथा, दन्तकथा, लोक कथा, लोक-कथा, लोककथा, लोकगाथा

A tale circulated by word of mouth among the common folk.

folk tale, folktale