ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେବଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେବଲ   ବିଶେଷ୍ୟ

ଅର୍ଥ : ଯାହାଉପରେ କିଛି ଲେଖା ହୋଇଥାଏ ବା ଚିହ୍ନ ଆଦି କରାଯାଇଥାଏ,ଯେଉଁଥିରେ ସେହି ବସ୍ତୁ ବିଷୟରେ ଅର୍ଥାତ ତାହାର ମୂଲ୍ୟ,କମ୍ପାନୀର ନାମ ଆଦିର ଠିକଣା ମିଳେ

ଉଦାହରଣ : ଆମେ କୌଣସି ଜିନିଷ କିଣିଲା ପୂର୍ବରୁ ଠିକ ଭାବେ ଲେବଲକୁ ଦେଖିନେବା ଆବଶ୍ୟକ

किसी वस्तु आदि के ऊपर लगी हुई वह वस्तु जिसपर कुछ लिखा होता है या चिह्न आदि बने होते हैं जिससे उस वस्तु के बारे में यानि उसका मूल्य, कंपनी का नाम आदि का पता चलता है।

हमें कोई भी वस्तु खरीदने से पहले लेबल को ठीक तरह से देख लेना चाहिए।
चिप्पी, लेबल

A brief description given for purposes of identification.

The label modern is applied to many different kinds of architecture.
label