ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଖାପୁସ୍ତକଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଖାପୁସ୍ତକଖାନା   ବିଶେଷ୍ୟ

ଅର୍ଥ : ଗୋଟିଏ ବିଶେଷ ପ୍ରକାରର ଖୋଲା ଆଲମାରୀ ଯେଉଁଥିରେ କାଗଜ-ପତ୍ର ଅଲଗା ଅଲଗା ରଖିବା ପାଇଁ ପାରାଭାଡ଼ି ଭଳି ବହୁତ ଛୋଟଛୋଟ ଖୋପ ତିଆରି ହୋଇଥାଏ

ଉଦାହରଣ : ଏହି ପୁସ୍ତିକାକୁ ଲେଖାପୁସ୍ତକଖାନାର ସବୁଠୁଁ ଉପର ଖୋପରେ ରଖିଦିଅ

ସମକକ୍ଷ : ଲେଖା ପୁସ୍ତକ ଖାନା

एक विशेष प्रकार की खुली अलमारी जिसमें क़ागज़-पत्र अलग-अलग रखने के लिए कबूतर के दरबे की तरह के बहुत से छोटे-छोटे ख़ाने बने रहते हैं।

इस पुस्तिका को लेखा पुस्तक ख़ाना के सबसे ऊपरी ख़ाने में रख दो।
लेखा पुस्तक खाना