ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଖନ ଶୈଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଖନ ଶୈଳୀ   ବିଶେଷ୍ୟ

ଅର୍ଥ : ବାକ୍ୟ ରଚନାର ଏକ ବିଶିଷ୍ଟ ପ୍ରକାର ଯାହା ଲେଖକଙ୍କ ନିଜସ୍ୱ ଭାଷା ସମ୍ବନ୍ଧୀୟ ବିଶେଷତାର ସୂଚକ ହୋଇଥାଏ

ଉଦାହରଣ : ପ୍ରତ୍ୟେକ ଲେଖକର ନିଜସ୍ୱ ଲେଖନ ଶୈଳୀ ଥାଏ

ସମକକ୍ଷ : ଲିଖନ ଶୈଳୀ

वाक्य रचना का वह विशिष्ट प्रकार जो लेखक की भाषा-संबंधी निजी विशेषताओं का सूचक होता है।

हर एक लेखक की अपनी अलग लेखन शैली होती है।
इबारत, लेखन शैली, लेखन-शैली

A style of expressing yourself in writing.

genre, literary genre, writing style