ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଉଟଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଉଟଣ   ବିଶେଷ୍ୟ

ଅର୍ଥ : ଆଉଥରେ ବା ଦ୍ୱିତୀୟଥର ଆସିବାର ପ୍ରକ୍ରିୟା

ଉଦାହରଣ : ଅତିଥିଙ୍କ ଲେଉଟଣ ଫଳରେ ଗୃହ ସଦସ୍ୟମାନଙ୍କ ମନ ମରିଗଲା

ସମକକ୍ଷ : ପୁନରାଗମନ, ପ୍ରତ୍ୟାବର୍ତ୍ତନ

फिर से आने या दोबारा आने की क्रिया।

अतिथि के पुनरागमन से गृह सदस्यों का मुँह लटक गया।
पुनरागमन, पुनरावर्तन, प्रत्यागमन, प्रत्यावर्तन

Happening again (especially at regular intervals).

The return of spring.
recurrence, return

ଅର୍ଥ : ଫେରିବାର ଅବସ୍ଥା ବା ଭାବ

ଉଦାହରଣ : ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ

ସମକକ୍ଷ : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟା, ଲେଉଟାଣ, ଲେଉଟାଣି