ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିବର୍ତ୍ତନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିବର୍ତ୍ତନ   ବିଶେଷ୍ୟ

ଅର୍ଥ : ସଭାର ବୈଠକ, ଶୁଣାଣି ବା ଅନ୍ୟ କୌଣସି କାମକୁ ଅନ୍ୟ ସମୟ ବା ସ୍ଥାନ ନିମନ୍ତେ ଅଟକାଇ ଦେବାର କ୍ରିୟା ବା ଭାବ

ଉଦାହରଣ : ପରିବାରର ସଦସ୍ୟଙ୍କ ମୃତ୍ୟୁ କାରଣରୁ ବିବାହକୁ ସ୍ଥଗିତ ରଖାଗଲା

ସମକକ୍ଷ : ମୁଲତବି, ସାମୟିକ ନିବୃତ୍ତି, ସ୍ଥଗିତ

सभा की बैठक, सुनवाई या अन्य किसी काम को किसी दूसरे समय या दूसरी जगह के लिए रोक देने की क्रिया या भाव।

परिवार के सदस्य की मृत्यु के कारण विवाह का स्थगन करना पड़ा।
आस्थगन, निलंबन, निलम्बन, स्थगन

The act of postponing to another time or place.

adjournment

ଅର୍ଥ : ଫେରିବାର ଅବସ୍ଥା ବା ଭାବ

ଉଦାହରଣ : ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ

ସମକକ୍ଷ : ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟା, ଲେଉଟାଣ, ଲେଉଟାଣି