ଅର୍ଥ : କୌଣସି କାମ ଇତ୍ୟାଦି ନ ଲୁଚେଇବା
ଉଦାହରଣ :
ତୁମେ ଏ କଥା ସମସ୍ତଙ୍କଠାରୁ କାହିଁକି ଲୁଚେଇଛ?
ସମକକ୍ଷ : ଗୁପ୍ତରଖିବା, ଛପେଇବା
ଅର୍ଥ : ଆଖିରୁ ଅଦୃଶ୍ୟ ହେବା କିମ୍ବା ଅନ୍ୟମାନଙ୍କର ଦୃଷ୍ଟିରୁ ବଞ୍ଚିତ ହେବା
ଉଦାହରଣ :
ମୁଁ ରାନୀର ବହି ଲୁଚେଇଦେଲି