ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁଚକାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁଚକାଳି   ବିଶେଷ୍ୟ

ଅର୍ଥ : ପିଲାଙ୍କର ଏକ ଖେଳ ଯାହାର ଆରମ୍ଭରେ ଜଣେ ପିଲାର ଆଖି ବନ୍ଦ ହୁଏ ଓ ଏହାପରେ ସେ ଆଖି ଖୋଲି ଲୁଚିଥିବା ଅନ୍ୟ ପିଲାଙ୍କୁ ଖୋଜେ

ଉଦାହରଣ : ପିଲାମାନେ ଅଗଣାରେ ଲୁଚକାଳି ଖେଳ ଖେଳୁଛନ୍ତି

ସମକକ୍ଷ : ଆଇସ୍‌ ପାଇସ୍‌

A game in which a child covers his eyes while the other players hide then tries to find them.

hide and go seek, hide-and-seek

ଅର୍ଥ : ବାଳକମାନଙ୍କର ଲୁଚିବା ଏବଂ ଛୁଇଁବାର ଗୋଟିଏ ଖେଳ

ଉଦାହରଣ : ଲୁଚକାଳି ଖେଳରେ ଗୋଟିଏ ବାଳକକୁ ଚୋର କରି ତାକୁ କୌଣସି ଗଛର ପତ୍ର ଆଣିବାପାଇଁ ପଠାଯାଏ ଏବଂ ସମସ୍ତେ ଲୁଚି ଯାଆନ୍ତି, ପତ୍ର ଆଣି ଫେରିବା ପରେ ସେହି ବାଳକ ଯାହାକୁ ଛୁଏଁ ତାକୁ ଚୋର କରାଯାଏ

बालकों का छिपने और छूने का एक खेल।

आतीपाती में एक लड़के को चोर बनाकर उसे किसी पेड़ की पत्ती लेने भेजते हैं और सब छिप जाते हैं, पत्ती लेकर लौटने पर वह लड़का जिसे छू लेता है वही चोर माना जाता है।
आती-पाती, आतीपाती

A game enjoyed by children.

child's game