ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁଗାବେପାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁଗାବେପାରି   ବିଶେଷ୍ୟ

ଅର୍ଥ : କପଡ଼ାର ବେପାରି

ଉଦାହରଣ : ଆମେ ଲୁଗାବେପାରିର ଦୋକାନରୁ କିଛି ଲୁଗା କିଣିଲୁ

कपड़े का व्यापारी।

हमने बजाज की दुकान से कुछ कपड़े खरीदे।
बज़ाज़, बज़्ज़ाज़, बजाज

A dealer in fabrics and sewing materials (and sometimes in clothing and drygoods).

draper