ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ଲୀଳାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ନଗଣ ଏବଂ ଗୋଟିଏ ଗୁରୁ ହୋଇଥାଏ
ଅର୍ଥ : ଏକ ମାତ୍ରା ଛନ୍ଦ
ଉଦାହରଣ :
ଲୀଳାର ପ୍ରତ୍ୟେକ ପାଦରେ ବାରଟି ମାତ୍ରା ଥାଏ
ଅର୍ଥ : ଏକ ମାତ୍ରା ଛନ୍ଦ ଯେଉଁଥିରେ ଚବିଶ ମାତ୍ରା ଥାଏ
ଉଦାହରଣ :
ଲୀଳାରେ ସାତଟି,ସାତଟି,ସାତଟି ଏବଂ ତିନିଟିର ବିରାମକୁ ନେଇ ଚବିଶଟି ମାତ୍ରା ହୋଇଥାଏ
ଅର୍ଥ : କେବଳ ମନୋରଞ୍ଜନ ନିମନ୍ତେ କରାଯାଉଥିବା କାମ
ଉଦାହରଣ :
ମାଆ ଯଶୋଦା ବାଳ କୃଷ୍ଣଙ୍କ ଲୀଳା ଦେଖି ବହୁତ ପ୍ରସନ୍ନ ହେଉଥିଲେ
ଅର୍ଥ : ଅବତାରମାନଙ୍କର ବା ଦେବତାମାନଙ୍କର ଚରିତ୍ରର ଅଭିନୟ
ଉଦାହରଣ :
ରାମନବମୀ ଅବସରରେ ଗାଁରେ ରାମଲୀଳାର ଆୟୋଜନ କରାଯାଇଥିଲା