ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିଫ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିଫ୍ଟ   ବିଶେଷ୍ୟ

ଅର୍ଥ : କୌଣସି ଅଟ୍ଟାଳିକାରେ ବ୍ୟକ୍ତି,ଜିନିଷ ଆଦି ଏକ ମହଲାରୁ ଅନ୍ୟ ମହଲାକୁ ନେଇଯାଉଥିବା ଯନ୍ତ୍ର

ଉଦାହରଣ : ଆମେ ଲିଫ୍ଟରେ ଚତୁର୍ଥ ମହଲାକୁ ଗଲୁ

ସମକକ୍ଷ : ଉଦବାହକ

किसी इमारत में व्यक्ति, सामान आदि को एक महले से दूसरे महले पर ले जाने वाला यंत्र।

हमलोग उद्वाहक से चौथी मंजिल पर गए।
उद्वहन, उद्वहन यंत्र, उद्वाहक, लिफ्ट

Lifting device consisting of a platform or cage that is raised and lowered mechanically in a vertical shaft in order to move people from one floor to another in a building.

elevator, lift

ଅର୍ଥ : ଗନ୍ତବ୍ୟ ସ୍ଥାନକୁ ଯିବାପାଇଁ ସେହି ରାସ୍ତାରେ ଯାଉଥିବା କୌଣସି ଗାଡ଼ିରେ ବସି ମାଗଣାରେ କରୁଥିବା ଯାତ୍ରା

ଉଦାହରଣ : ଲୋକଟିଏ ମଝି ରାସ୍ତାରେ ଠିଆହୋଇ ଲିଫ୍ଟ ମାଗୁଥିଲା

गंतव्य स्थान पर जाने के लिए उस रास्ते से जाने वाली किसी गाड़ी पर बैठकर मुफ्त में की जाने वाली यात्रा।

एक आदमी बीच सड़क में खड़ा होकर लिफ्ट माँग रहा था।
लिफ्ट

A ride in a car.

He gave me a lift home.
lift