ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିପିବଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିପିବଦ୍ଧ   ବିଶେଷ୍ୟ

ଅର୍ଥ : ଲିପି ରୂପରେ ଆଣିବା ବା ଲେଖିବା କାମ

ଉଦାହରଣ : ଇତିହାସର ଅଧିକାଂଶ ଘଟଣା ଲିପିବଦ୍ଧ ହୋଇଛି

लिपि के रूप में लाने या लिखने की क्रिया।

इतिहास की अधिकांश घटनाओं का लिपिबद्धन किया जा चुका है।
अंकन, लिखना, लिखाई, लिपिन्यास, लिपिबद्धन

Something that people do or cause to happen.

act, deed, human action, human activity

ଲିପିବଦ୍ଧ   ବିଶେଷଣ

ଅର୍ଥ : ଲିପି ରୂପରେ ଅଣାହୋଇଥିବା ବା ଲେଖାହୋଇଥିବା

ଉଦାହରଣ : ଏହି କଥାକୁ ସ୍ପଷ୍ଟ କରିବାପାଇଁ ମୋ ପାଖରେ ଲିଖିତ ପ୍ରମାଣ ଅଛି

ସମକକ୍ଷ : ଲିଖିତ

लिपि के रूप में लाया हुआ या लिखा हुआ।

इस बात की पुष्टि के लिए मेरे पास लिखित प्रमाण है।
अंकित, मकतूब, लिखा, लिखा हुआ, लिखित, लिपिबद्ध

Systematically collected and written down.

Written laws.
written