ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିଖିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିଖିତ   ବିଶେଷଣ

ଅର୍ଥ : କାଗଜ ଉପରେ ଲେଖା ହୋଇଥିବା

ଉଦାହରଣ : ସେ ବିଚାରପତିଙ୍କ ଆଗରେ କାଗଜ ଲିଖିତ ପ୍ରମାଣ ଦାଖଲ କଲେ

ସମକକ୍ଷ : କାଗଜ ଲିଖିତ

कागज पर लिखा हुआ।

उसने न्यायाधीश के सामने कागजी सबूत पेश किए।
कागजी, काग़ज़ी

Set down in writing in any of various ways.

Written evidence.
written

ଅର୍ଥ : ଯାହା ଲେଖାରେ ଅଙ୍କିତ ହୋଇଛି ବା ଯାହାକୁ ଲେଖା ଯାଇଛି

ଉଦାହରଣ : ସେ ଆୟ ବ୍ୟୟର ଲିଖିତ ହିସାବ ଦେଖୁଛି

ସମକକ୍ଷ : ଅଭିଲିଖିତ, ଲେଖାଙ୍କିତ

जो लेखा में अंकित हो या जिसका लेखा बनाया गया हो।

वह आय-व्यय का लेखाकृत हिसाब देख रहा है।
अभिलिखित, लेखांकित, लेखाकृत

Systematically collected and written down.

Written laws.
written

ଅର୍ଥ : ଲିପି ରୂପରେ ଅଣାହୋଇଥିବା ବା ଲେଖାହୋଇଥିବା

ଉଦାହରଣ : ଏହି କଥାକୁ ସ୍ପଷ୍ଟ କରିବାପାଇଁ ମୋ ପାଖରେ ଲିଖିତ ପ୍ରମାଣ ଅଛି

ସମକକ୍ଷ : ଲିପିବଦ୍ଧ

लिपि के रूप में लाया हुआ या लिखा हुआ।

इस बात की पुष्टि के लिए मेरे पास लिखित प्रमाण है।
अंकित, मकतूब, लिखा, लिखा हुआ, लिखित, लिपिबद्ध

Systematically collected and written down.

Written laws.
written