ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଭାଂଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଭାଂଶ   ବିଶେଷ୍ୟ

ଅର୍ଥ : କୌଣସି ବ୍ୟବସାୟରେ ହୋଇଥିବା ଆର୍ଥିକ ଲାଭାଂଶ ଯାହା ବ୍ୟବସାୟରେ ଟଙ୍କା ଲଗାଇଥିବା ସବୁ ଅଂଶୀଦାରମାନଙ୍କୁ ସେମାନଙ୍କ ଭାଗ ଅନୁସାରେ ମିଳେ

ଉଦାହରଣ : ମେଟ୍ରୋ କମ୍ପାନୀରୁ ମିଳିଥିବା ଲାଭାଂଶକୁ ଶେଖର ଅନ୍ୟ କମ୍ପାନୀରେ ଲଗାଇଲା

किसी व्यापार से होने-वाले आर्थिक लाभ का वह अंश जो उस व्यापार में रुपए लगाने वाले सब हिस्सेदारों को उनके हिस्से के अनुसार मिलता है।

मैट्रो कंपनी से मिले लाभांश को शेखर ने दूसरी कंपनी में लगाया।
लाभांश

A bonus. Something extra (especially a share of a surplus).

dividend

ଅର୍ଥ : ଲାଭର ଏହି ଅଂଶ ଯାହା ନିୟୋଜକ କର୍ମଚାରୀମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ

ଉଦାହରଣ : ଏ ବର୍ଷ ହାରାହାରି ଦଶ ହଜାର ଟଙ୍କା ବୋନସ ମିଳିଛି

ସମକକ୍ଷ : ଅଧିଲାଭ, ବୋନସ

लाभ का वह अंश जो नियोजक कर्मचारियों में बाँटता है।

इस वर्ष कुल दस हज़ार बोनस मिला।
अधिलाभ, अधिलाभांश, बोनस

An additional payment (or other remuneration) to employees as a means of increasing output.

bonus, incentive