ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାବ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାବ୍‌   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ କୌଣସି ବିଷୟରେ ବିଶେଷତଃ ବୈଜ୍ଞାନିକ ପ୍ରୟୋଗ ବା ଯାଞ୍ଚ କରାଯାଏ

ଉଦାହରଣ : ଆମ ବିଦ୍ୟାଳୟରେ ଅନେକ ପ୍ରୟୋଗଶାଳା ଅଛି ଯେଉଁଠି ପ୍ରତିଦିନ କିଛି ନା କିଛି ପ୍ରୟୋଗ ଚାଲିଛି

ସମକକ୍ଷ : ପ୍ରୟୋଗଶାଳା, ଲାବୋରେଟୋରୀ

वह स्थान जहाँ पर किसी विषय का विशेषतः वैज्ञानिक प्रयोग या जाँच होती है।

हमारे विद्यालय में कई प्रयोगशालाएँ हैं जहाँ प्रतिदिन कुछ न कुछ प्रयोग चलते रहते हैं।
प्रयोगशाला, लेबोरेटरी, लैब, लैबोरेटरी

A workplace for the conduct of scientific research.

lab, laboratory, research lab, research laboratory, science lab, science laboratory