ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଗୁନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଗୁନ   ବିଶେଷ୍ୟ

ଅର୍ଥ : ଯେଉଁ ଜଳରାଶି ଏକ ବହୁତ ବଡ଼ ଜଳରାଶିଠାରୁ ବାଲି ବା ମୁଙ୍ଗା ନିର୍ମିତ ପାଚେରୀ ଯୋଗୁଁ ଅଲଗାହୋଇଥାଏ

ଉଦାହରଣ : ଚାରିଆଡ଼େ ବିସ୍ତୃତ ସବୁଜିମା, ଲେଗୁନ, ସମୁଦ୍ରକୂଳ ଆଦି ହୃଦୟକୁ ପ୍ରଲୋଭିତ କରୁଛି

ସମକକ୍ଷ : ଲେଗୁନ

वह जलराशि जो एक बहुत बड़ी जलराशि से बालू या मूँगे की बनी दीवार के कारण अलग होने से बनती है।

चारों तरफ फैली हरियाली, लगून, समुद्र के किनारे आदि हृदय को लुभा रहे हैं।
लगून, लैगून

A body of water cut off from a larger body by a reef of sand or coral.

lagoon, laguna, lagune