ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଉ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଉ   ବିଶେଷ୍ୟ

ଅର୍ଥ : କାକୁଡ଼ି ଭଳି ଏକ ଫଳ ଯାହା ତରକାରୀ ହୋଇଥାଏ

ଉଦାହରଣ : ରାମୁ ଲାଉ ତରକାରୀ ଏବଂ ରୁଟି ତିଆରି କରୁଛି

ककड़ी की तरह का एक फल जिसकी तरकारी बनती है।

रामू डेडसी की सब्जी और रोटी बना रहा है।
डेडसी

ଅର୍ଥ : ଗୋଲ ବା ଲମ୍ବା ଫଳ ଫଳୁଥିବା ଏକ ପ୍ରକାର ଲଟା

ଉଦାହରଣ : ଲାଉଲଟାରେ ବହୁତ ଫଳ ଧରିଛି

ସମକକ୍ଷ : ଲାଉଲଟା

एक बेल जिसमें गोल या लंबे फल लगते हैं।

लौकी में बहुत फल लगे हैं।
अलाबू, आल, कद्दू, घिया, घीया, तुंबुक, तुम्बुक, लावु, लौकी, वृहत्फला

Old World climbing plant with hard-shelled bottle-shaped gourds as fruits.

bottle gourd, calabash, lagenaria siceraria

ଅର୍ଥ : ଏକପ୍ରକାର ଲତାର ଫଳ ଯାହାକୁ ତରକାରୀ କରାଯାଏ

ଉଦାହରଣ : ସେ ଲାଉ ତରକାରୀ ବଡ଼ ଆଗ୍ରହରେ ଖାଏ

एक प्रकार की बेल का फल जिसकी तरकारी बनाई जाती है।

वह लौकी की सब्जी बड़े चाव से खाता है।
अलाबू, आल, कद्दू, घिया, घीया, तुंबुक, तुम्बुक, पिंडफल, पिण्डफल, लावु, लौकी, वृहत्फला