ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଣ୍ଠନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଣ୍ଠନ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଦସ୍ତା ଲଣ୍ଠନ

ଉଦାହରଣ : ମୋହନ ହାରିକିନି ଜଳାଉଛି

ସମକକ୍ଷ : ହାରିକିନି

एक प्रकार की दस्ती लालटेन।

मोहन हरीकेन जला रहा है।
हरीकेन

ଅର୍ଥ : ଆଲୋକ ପ୍ରଦାନ କରୁଥିବା ଏକ ଉପକରଣ ଯେଉଁଥିରେ ବତୀର ଚାରିପଟେ ଏକ ଗୋଲ କାଚ ଲଗା ହୋଇଥାଏ ଏବଂ ତେଲ ରଖିବା ନିମନ୍ତେ ଏକ ଆଧାର ଥାଏ

ଉଦାହରଣ : ରାମ ଲଣ୍ଠନ ଜଳାଇ ପଢ଼ିବାକୁ ବସିଲା

एक प्रकाश उपकरण जिसमें बत्ती के चारों ओर एक गोल शीशा लगा होता है और तेल रखने के लिए एक आधार होता है।

राम ने लालटेन जलाई और पढ़ने बैठ गया।
ललटेन, लालटेन

Light in a transparent protective case.

lantern