ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଜ୍ଜାଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଜ୍ଜାଭାବ   ବିଶେଷ୍ୟ

ଅର୍ଥ : ଲଜ୍ଜାଶୀଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ଲଜ୍ଜାଶୀଳତା କାରଣରୁ ସେ କାହାସହିତ ଖୋଲାଖୋଲି କଥାବାର୍ତ୍ତା କରିପାରେ ନାହିଁ

ସମକକ୍ଷ : ଲଜ୍ଜାଶୀଳତା, ଲାଜୁଆଭାବ

लज्जाशील होने की अवस्था या भाव।

लज्जाशीलता के कारण वह किसी से खुलकर बात नहीं कर पाती।
लजीलापन, लज्जाशीलता, शरमीलापन

A feeling of fear of embarrassment.

shyness