ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଙ୍ଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଙ୍ଗା   ବିଶେଷ୍ୟ

ଅର୍ଥ : ରାଜସ୍ଥାନରେ ପ୍ରଚଳିତ ଗୋଟିଏ ଲୋକଗୀତ

ଉଦାହରଣ : ଲଙ୍ଗାଜାତି ଲଙ୍ଗା ଗୀତରେ ପାରଦର୍ଶୀ ହୋଇଥାଆନ୍ତି

ସମକକ୍ଷ : ଲଙ୍ଗା ଗୀତ

एक लोकगीत जो राजस्थान में प्रचलित है।

लंगा जाति लंगा गाने में माहिर होती है।
लंगा, लंगा गीत

A song that is traditionally sung by the common people of a region and forms part of their culture.

folk ballad, folk song, folksong

ଅର୍ଥ : ରାଜସ୍ଥାନର ଗୋଟିଏ ଜାତି

ଉଦାହରଣ : ବିଶେଷକରି ବିକାନୀର,ଯୋଧପୁର ଆଦିର ଆଖପାଖର ଗାଁରେ ଲଙ୍ଗା ଜାତି ବାସ କରନ୍ତି

ସମକକ୍ଷ : ଲଙ୍ଗା ଜାତି

राजस्थान की एक जाति।

लंगा विशेषकर विकानेर, जोधपुर आदि के आस-पास के गाँवों में निवास करती है।
लंगा, लंगा जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati