ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଙ୍ଗଳମୁଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଙ୍ଗଳମୁଣ୍ଡା   ବିଶେଷ୍ୟ

ଅର୍ଥ : ଲଙ୍ଗଳର ତଳ କାଠର ଅଂଶ ଯେଉଁଥିରେ ଲଙ୍ଗଳଲୁହା ବସାଯାଏ

ଉଦାହରଣ : ବଢ଼େଇ ଲଙ୍ଗଳମୁଣ୍ଡାକୁ ଆହୁରି ଚଉଡ଼ା କରୁଛି

हल के नीचे की लकड़ी का वह भाग जिसमें फाल बैठाया जाता है।

बढ़ई कटेहर को और चौड़ा कर रहा है।
कटेहर, खौंपा

ଅର୍ଥ : ଲଙ୍ଗଳର ଯେଉଁ ଅଁଶରେ ଫାଳ ଲାଗିଥାଏ

ଉଦାହରଣ : ଲଙ୍ଗଳମୁଣ୍ଡାରୁ ଫାଳ ବାହାରିଯାଇଛି

हल की लकड़ी का वह भाग जिसमें फाल लगा होता है।

फाल अगवासी से निकल गया है।
अगवासी

ଅର୍ଥ : ଲଙ୍ଗଳର ଯେଉଁ କାଠଖଣ୍ଡରେ ଫାଳ ଲଗାଯାଏ

ଉଦାହରଣ : ଫାଳ ଲଗାଇବା ସମୟରେ ଲଙ୍ଗଳମୁଣ୍ଡା ଫାଟିଗଲା

हल की वह लकड़ी जिसमें फाल लगा होता है।

फल लगाते समय फरयारी फट गई।
फरयारी