ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଙ୍ଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଙ୍ଗର   ବିଶେଷ୍ୟ

ଅର୍ଥ : ଯେଉଁ ଭୋଜନ ଭକ୍ତ, ଅତିଥି, ଧନୀ-ଦରିଦ୍ରଆଦି ସମସ୍ତଙ୍କୁ ଗୋଟିଏ ପଙ୍ଗତରେ ବସାଇ ବିତରଣ କରାଯାଏ

ଉଦାହରଣ : ଆମେ ଲଙ୍ଗର ଖାଇବାପାଇଁ ଗୁରୁଦ୍ୱାର ଯାଉଛୁ

वह भोजन जो भक्तों, आगन्तुकों,अमीरों-गरीबों आदि को एक पंगत में बैठाकर वितरित किया जाता हो।

हम लोग लंगर लेने गुरुद्वारे जा रहे हैं।
लंगर

ଅର୍ଥ : ଗୁରୁଦ୍ୱାର ସହିତ ସମ୍ବନ୍ଧିତ ସେହି ସ୍ଥାନ ଯେଉଁଠାରେ ଲୋକମାନଙ୍କୁ ଖାଇବା ନିମନ୍ତେ ଖାଦ୍ୟ ପଦାର୍ଥ ବଣ୍ଟାଯାଏ

ଉଦାହରଣ : ଆମେ ପ୍ରସାଦ ଆଣିବାପାଇଁ ଲଙ୍ଗରକୁ ଚାଲିଗଲୁ

ସମକକ୍ଷ : ଛତର, ଛତ୍ର, ସତ୍ର

गुरुद्वारे से सम्बन्धित वह स्थान जहाँ लोगों को खाने के लिए भोजन बाँटा जाता है।

हम लोग प्रसाद लेने के लिए लंगर में चले गये।
लंगर, सत्र

ଅର୍ଥ : ଲୁହାର ଗୋଟିଏ ବଡ଼ କଣ୍ଟା ଯାହାକୁ ନଦୀ ବା ସମୁଦ୍ରରେ ପକାଇଦେଲେ ନୌକା ବା ଜାହାଜ ଗୋଟିଏ ସ୍ଥାନରେ ଅଟକିଯାଏ

ଉଦାହରଣ : ବିଶ୍ରାମ ନେବାପାଇଁ ନାବିକମାନେ ଗଙ୍ଗାକୂଳରେ ଲଙ୍ଗର ପକାଇଦେଲେ

लोहे का वह बहुत बड़ा काँटा जिसे नदी या समुद्र में गिरा देने पर नाव या जहाज़ एक ही स्थान पर ठहरा रहता है।

नाविक ने अपने लंगर को खींच लिया।
अरित्र, लंगर, लाँगल, लांगल, लाङ्गल

A mechanical device that prevents a vessel from moving.

anchor, ground tackle

ଅର୍ଥ : ଡଙ୍ଗା ଟାଣିବାପାଇଁ ବ୍ୟବହୃତ ହେଉଥିବା ଏକ ପ୍ରକାରର ଲୁହା କଣ୍ଟା

ଉଦାହରଣ : ଜାହାଜରେ ଲଙ୍ଗର ଲାଗିଥାଏ

ସମକକ୍ଷ : ନଙ୍ଗର

लोहे का एक प्रकार का काँटा जिसमें रस्से को फँसाकर पानी में नाव खींची जाती है।

जहाजों में कई अँकोड़े लगे होते हैं।
अँकोड़ा, अंकोड़ा