ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଗ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଗ୍ନ   ବିଶେଷ୍ୟ

ଅର୍ଥ : ବିବାହର ମୁହୂର୍ତ୍ତ

ଉଦାହରଣ : ମଳମାସରେ ଲଗ୍ନ ନ ଥାଏ

विवाह का मुहूर्त।

मलमास में लगन नहीं होता है।
लगन, लग्न, सहालग

ଅର୍ଥ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ସମୟ ମଧ୍ୟରେ ଏକ ରାଶି କୌଣସି ବିଶିଷ୍ଟ ସ୍ଥାନରେ ଅବସ୍ଥାନ କରେ

ଉଦାହରଣ : ତୁଳା ଲଗ୍ନରେ ଜନ୍ମିତ ବ୍ୟକ୍ତି ବହୁତ ସହନଶୀଳ ହୁଅନ୍ତି

ज्योतिष में उतना समय जितने में कोई राशि किसी विशिष्ट स्थान में विद्यमान रहती है।

तुला लग्न के जातक बहुत ही सहनशील होते हैं।
लगन, लग्न

ଅର୍ଥ : ବିବାହର ଦିନ

ଉଦାହରଣ : ବାହାଘର ଦିନ ଯେତେ ପାଖେଇ ଆସିଲା,ତାଙ୍କ ଚିନ୍ତା ସେତେ ବଢ଼ିଗଲା

ସମକକ୍ଷ : ବାହାଘର ଦିନ

शादी-ब्याह जैसे शुभ कार्य करने के दिन।

जैसे-जैसे सहालग नजदीक आने लगा उनकी खुशियाँ बढ़ती गईं।
सहालग

The day of a wedding.

wedding day