ଅର୍ଥ : ଲକ୍ସମବର୍ଗର ରାଜଧାନୀ
ଉଦାହରଣ :
ମୋତେ ଗୋଟିଏ ସମାରୋହରେ ଭାଗ ନେବାପାଇଁ ଲକ୍ସମବର୍ଗ ଯିବାକୁ ହେବ
ସମକକ୍ଷ : ଲକ୍ସମବର୍ଗ ସିଟି
ଅର୍ଥ : ଉତ୍ତର ପଶ୍ଚିମ ୟୁରୋପର ଏକ ଦେଶ
ଉଦାହରଣ :
ଲକ୍ସମବର୍ଗର ରାଜଧାନୀର ନାମ ମଧ୍ୟ ଲକ୍ସମବର୍ଗ
ସମକକ୍ଷ : ଲକ୍ଜମବର୍ଗ